କରୋନାର କରୁଣ କାହାଣୀ : କେଇଘଣ୍ଟାରେ ଆଗପଛ ହୋଇ ଚାଲିଗଲେ ବାପା-ପୁଅ

ବେଣୁପୁର ସ୍ତବ୍ଧ, କରୋନା ମୃତ୍ୟୁ ୧୧ ଛୁଇଁଲା ବାଲିଅନ୍ତା : ଏକ ମାତ୍ର ପୁଅ ମହାମାରୀ କରୋନାରେ ଆକ୍ରାନ୍ତ ହେବା କଥା ଶୁଣିବା ମାତ୍ରେ ବାପାଙ୍କ ହୃଦ୍‌ଘାତ ହେଲା। କିନ୍ତୁ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ସେ ଆଖି ବୁଜିଦେଲେ। କୋଭିଡ୍‌ ହସ୍ପିଟାଲରେ ଥିବା ପୁଅ ମୁଖାଗ୍ନି ଦେଇ ପାରିଲେ ନାହିଁ କି ବାପାଙ୍କ ଶେଷ ଦର୍ଶନ କରି ପାରିଲେ ନାହିଁ। ଦୁଃଖ ଏତିକିରେ ସରିନଥିଲା। ବାପାଙ୍କ ଶବ ସତ୍କାର … Continue reading କରୋନାର କରୁଣ କାହାଣୀ : କେଇଘଣ୍ଟାରେ ଆଗପଛ ହୋଇ ଚାଲିଗଲେ ବାପା-ପୁଅ